ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଥୁଣ୍ଟା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଥୁଣ୍ଟା   ବିଶେଷଣ

ಅರ್ಥ : ପତ୍ର ଓ ଡାଳ ବିନା

ಉದಾಹರಣೆ : କୃଷକ ଥୁଣ୍ଟା ଗଛର ଚେର ଖୋଳୁଥିଲା


ಇತರ ಭಾಷೆಗಳಿಗೆ ಅನುವಾದ :

बिना पत्तियों और टहनियों का।

किसान ठूँठे पेंड़ की जड़ खोद रहा है।
ठूँठा

ಅರ್ಥ : ଯାହାର ସବୁଠୁ ଉପରି ଭାଗ, ବସ୍ତୁ ଆଦି (ବିଶେଷ କରି ଶୋଭା ବଢ଼ାଉଥିବା) କୌଣସି କାରଣରୁ ନ ଥାଏ

ಉದಾಹರಣೆ : ତୋଫାନ କାରଣରୁ ସାରା ଜଙ୍ଗଲ ଥୁଣ୍ଟା ହୋଇଗଲା ଗ୍ରୀଷ୍ମଦିନେ ଏହି ପର୍ବତ ଥୁଣ୍ଟା ହୋଇଯାଏ


ಇತರ ಭಾಷೆಗಳಿಗೆ ಅನುವಾದ :

जिसके सबसे ऊपर का भाग, वस्तु आदि (विशेषकर शोभा देने वाला) किसी कारण से न हो।

आँधी के कारण पूरा जंगल ठूँठ हो गया।
गर्मी के दिनों में यह पर्वत ठूँठ हो जाता है।
ठूँठ, ठूंठ

ಅರ್ಥ : ଯେଉଁଥିରେ ଡାଳ,ପତ୍ର ଆଦି କୌଣସି କାରଣରୁ ନ ଥାଏ

ಉದಾಹರಣೆ : କୃଷକ ଥୁଣ୍ଟା ଗଛଟିକୁ କାଟୁଛି