ಅರ್ಥ : ସବୁଆଡ଼େ ଘଷିଘଷି ଲଗାଇବାର କ୍ରିୟା
ಉದಾಹರಣೆ :
ସେ ତେଲମାଲିସ ପରେ ହିଁ ଗାଧାନ୍ତି
ಸಮಾನಾರ್ಥಕ : ତୈଳମର୍ଦ୍ଦନ
ಇತರ ಭಾಷೆಗಳಿಗೆ ಅನುವಾದ :
Kneading and rubbing parts of the body to increase circulation and promote relaxation.
massageಅರ್ಥ : ତେଲର ମାଲିସ
ಉದಾಹರಣೆ :
ସେ ନିଜ ଛୋଟ ପିଲାକୁ ସବୁଦିନେ ତେଲମାଲିସ କରନ୍ତି
ಸಮಾನಾರ್ಥಕ : ତୈଳ ମର୍ଦ୍ଦନ
ಇತರ ಭಾಷೆಗಳಿಗೆ ಅನುವಾದ :
Kneading and rubbing parts of the body to increase circulation and promote relaxation.
massageಅರ್ಥ : ତେଲ ଲଗାଇବାର କ୍ରିୟା
ಉದಾಹರಣೆ :
ରମେଶ ଖରାରେ ବସି ତୈଳମର୍ଦ୍ଦନ କରୁଛି
ಸಮಾನಾರ್ಥಕ : ତେଲ ଲଗାଇବା, ତୈଳମର୍ଦ୍ଦନ
ಇತರ ಭಾಷೆಗಳಿಗೆ ಅನುವಾದ :