ಅರ್ಥ : ବଳଦ ଆଦିଙ୍କ ମୁହଁରେ ବନ୍ଧା ଯାଉଥିବା ଜାଲ
ಉದಾಹರಣೆ :
କୃଷକ ହଳ ଯୋଚିବା ସମୟରେ ବଳଦ ମୁହଁରେ ତୁଣ୍ଡି ଲଗାଇ ଦେଲା ଯାହା ଫଳରେ ପାଖ ଖେତର ଫସଲର କ୍ଷତି ହେବନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
A leather or wire restraint that fits over an animal's snout (especially a dog's nose and jaws) and prevents it from eating or biting.
muzzleಅರ್ಥ : ଗାଈ, ବଳଦ, ଘୋଡ଼ା ଆଦି କିଛି ଚରି ବା ଖାଇ ନ ପାରିବାପାଇଁ ସେମାନଙ୍କ ମୁହଁରେ ବନ୍ଧା ଯାଉଥିବା ଜାଲି
ಉದಾಹರಣೆ :
ତୁଣ୍ଡି ବନ୍ଧା ହୋଇଥିବାହେତୁ ବଳଦ କିଛି ଖାଇ ପାରୁ ନ ଥିଲା