ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଏକ ବର୍ଣ୍ଣବୃତ୍ତ
ಉದಾಹರಣೆ : ତୁଙ୍ଗର ପ୍ରତ୍ୟେକ ଚରଣରେ ଦୁଇଟି ନଗଣ ତଥା ଦୁଇଟି ଗୁରୁ ଥାଏ
ಸಮಾನಾರ್ಥಕ : ତୁଂଗ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक वर्णवृत्त।
(prosody) a system of versification.
ಅರ್ಥ : ବହୁତ ବଡ଼ ଓ ବିଶେଷ ଉଚ୍ଚତାଯୁକ୍ତ ବା ଯାହାର ବିସ୍ତ୍ରୃତି ଉପର ଆଡ଼କୁ ହୋଇଛି
ಉದಾಹರಣೆ : ଏଭେରେଷ୍ଟ ହିମାଳୟର ସବୁଠୁଁ ଉଚ୍ଚ ଶିଖର ତାର ଲଲାଟ ଉଚ୍ଚ ମୟଙ୍କ ଆଣ୍ଠୁପର୍ଯ୍ୟନ୍ତ ଉଚ୍ଚ ପ୍ୟାଣ୍ଟ ପିନ୍ଧେ
ಸಮಾನಾರ್ಥಕ : ଉଚ୍ଚ, ଉଚ୍ଚା, ଉଞ୍ଚ, ଉଞ୍ଚା, ଉତ୍ତୁଙ୍ଗ, ଉନ୍ନତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बहुत बड़ा या विशेष ऊँचाई का या जिसका विस्तार ऊपर की ओर अधिक हो।
ಸ್ಥಾಪನೆ