ಅರ್ಥ : ବହୁତ ଘୃଣା ପ୍ରକଟ କରିବା
ಉದಾಹರಣೆ :
ତୁମ କର୍ମ ଯୋଗୁଁ ହିଁ ଆଜି ସମସ୍ତେ ତୁମକୁ ଧିକ୍କାର କରୁଛନ୍ତି
ಸಮಾನಾರ್ಥಕ : ଛିଛାକର କରିବା, ଧିକ୍କାର କରିବା, ଭର୍ତ୍ସନା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
बहुत घृणा प्रकट करना।
तुम्हारे कर्मों के कारण ही आज सभी लोग तुझे थुथकार रहे हैं।ಅರ್ಥ : ଏଭଳି କଥା ବା କାମ କରିବା ଯାହାଦ୍ୱାରା କାହାରି ସମ୍ମ୍ମାନ ବା ପ୍ରତିଷ୍ଠା କମିଯାଏ
ಉದಾಹರಣೆ :
ସେ ମୋତେ ସମସ୍ତଙ୍କ ସାମ୍ନାରେ ଅପମାନିତ କଲା
ಸಮಾನಾರ್ಥಕ : ଅପମାନ ଦେବା, ଅପମାନିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ऐसी बात या काम करना जिससे किसी का मान या प्रतिष्ठा कम हो।
उसने मुझे सब के सामने अपमानित किया।