ಅರ್ಥ : କୌଣସି ବିଷୟର ମୁଖ୍ୟ-ମୁଖ୍ୟ କଥାର ଦିଆଯଇଥିବା କ୍ରମିକ ସୂଚନା
ಉದಾಹರಣೆ :
ସେ କିଣାଯାଇଥିବା ଜିନିଷର ଏକ ତାଲିକା ତିଆରିକଲେ
ಸಮಾನಾರ್ಥಕ : ଅନୁକ୍ରମଣିକା, ଲିଷ୍ଟ୍, ସୂଚୀ
ಇತರ ಭಾಷೆಗಳಿಗೆ ಅನುವಾದ :
किसी विषय की मुख्य-मुख्य बातों की क्रमवार दी हुई सूचना।
उसने खरीदे गये सामानों की एक सूची बनाई।ಅರ್ಥ : କୌଣସି ହୋଟେଲ,ଜଳଖିଆ ଦୋକାନ ଆଦିରେ ମିଳୁଥିବା ଖାଦ୍ୟପଦାର୍ଥର ତାଲିକା
ಉದಾಹರಣೆ :
ସେବକ ମେନୁ ଆଣି ଆମ ଆଗରେ ରଖିଦେଲା
ಸಮಾನಾರ್ಥಕ : ମେନୁ
ಇತರ ಭಾಷೆಗಳಿಗೆ ಅನುವಾದ :
किसी होटल, जलपान गृह आदि में मिलनेवाली खाद्य वस्तुओं की सूची।
बैरे ने मेनू लाकर हमारे आगे रख दिया।A list of dishes available at a restaurant.
The menu was in French.ಅರ್ಥ : ଅଲଗା ଅଲଗା ସ୍ତମ୍ଭରେ ବା କୋଠରୀରେ ଦିଆଯାଇଥିବା ଶବ୍ଦ,ପଦ,ଅଙ୍କ ଆଦିର ଏହି ବିନ୍ୟାସ ଯେଉଁଥିରେ ସେହି ଶବ୍ଦ,ପଦ,ଅଙ୍କ ଆଦିର ପାରସ୍ପରିକ ସମ୍ବନ୍ଧ ବା କିଛି ବିଶେଷ ତଥ୍ୟ ସୂଚିତ ହୋଇଥାଏ
ಉದಾಹರಣೆ :
ଅଧ୍ୟୟନ, ଗଣନାପାଇଁ ସାରଣୀର ଉପଯୋଗ ହୁଏ
ಸಮಾನಾರ್ಥಕ : ସାରଣୀ
ಇತರ ಭಾಷೆಗಳಿಗೆ ಅನುವಾದ :