ಅರ್ಥ : ଯେଉଁ ଲିପିରେ ତାମିଲ ଭାଷା ଲେଖାଯାଏ
ಉದಾಹರಣೆ :
ତାମିଲ ହୋଇ ମଧ୍ୟ ସେ ତାମିଲ ଲିପି ଜାଣେନାହିଁ
ಸಮಾನಾರ್ಥಕ : ତାମିଲ ଲିପି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତାମିଲନାଡ଼ୁ ନିବାସୀ
ಉದಾಹರಣೆ :
କିଛି ତାମିଲ ମୋର ଭଲ ସାଙ୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :
तमिलनाडू का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।
कई तमिल मेरे अच्छे मित्र हैं।A member of the mixed Dravidian and Caucasian people of southern India and Sri Lanka.
tamilಅರ್ಥ : ଏକ ଦ୍ରାବିଡ଼ ଭାଷା ଯାହା ବହୁ ପ୍ରାଚୀନ କାଳରୁ ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାରେ ତାମିଲମାନଙ୍କଦ୍ୱାରା କୁହାଯାଏ
ಉದಾಹರಣೆ :
ସେ ଦୁଇଜଣ ତାମିଲରେ କଥାବାର୍ତ୍ତା କରୁଛନ୍ତି
ಸಮಾನಾರ್ಥಕ : ତାମିଲ ଭାଷା
ಇತರ ಭಾಷೆಗಳಿಗೆ ಅನುವಾದ :
The Dravidian language spoken since prehistoric times by the Tamil in southern India and Sri Lanka.
tamilಅರ್ಥ : ତାମିଲ ଭାଷା ସଂବନ୍ଧିତ ବା ତାମିଲ ଭାଷାର
ಉದಾಹರಣೆ :
ତାମିଲ ସାହିତ୍ୟ ବହୁତ ଉନ୍ନତ
ಅರ್ಥ : ତାମିଲନାଡ଼ୁରେ ରହିବା ବ୍ୟକ୍ତି
ಉದಾಹರಣೆ :
ତାମିଲଲୋକେ ପୋଙ୍ଗଲ ପର୍ବ ବଡ଼ ଧୁମଧାମରେ ପାଳନକରନ୍ତି
ಅರ್ಥ : ତାମିଲନାଡ଼ୁ ସହିତ ସଂବନ୍ଧିତ
ಉದಾಹರಣೆ :
ଇତିହାସକାରମାନେ ତାମିଲ ସଂସ୍କୃତିକୁ ଭାରତର ସବୁଠାରୁ ପୁରୁଣା ସଂସ୍କୃତି ମାନନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
तमिलनाडु का या वहाँ के निवासी, भाषा, संस्कृति इत्यादि से संबंधित।
इतिहासकारों ने तमिल संस्कृति को भारत की सबसे पुरानी संस्कृति माना है।Of or relating to a speaker of the Tamil language or the language itself.
Tamil agglutinative phrases.