ಅರ್ಥ : ଧୂଆଁପତ୍ରରୁ ତିଆରି ଏକ ବିଶେଷ ପ୍ରକାରର ପଦାର୍ଥ ଯାହାକୁ ଚିଲମରେ ଭରିବାପରେ ନିଆଁ ଲଗାଇ ଟଣାଯାଏ
ಉದಾಹರಣೆ :
ତମ୍ବାଖୁ ସେବନ କରିବା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ପ୍ରକାର ଗଛ ଯାହାର ପତ୍ର ଅନେକ ପ୍ରକାର ନିଶା ଜାତୀୟ ଦ୍ରବ୍ୟ ରୂପରେ ବ୍ୟବହାର କରାଯାଏ
ಉದಾಹರಣೆ :
ସେ ତମ୍ବାଖୁ ଚାଷ କରେ
ಸಮಾನಾರ್ಥಕ : ଧୂଆଁ ପତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ପ୍ରକାର ତମ୍ବାଖୁରେ ବ୍ୟବହୃତ ଶୁଖିଲା ପତ୍ର ଯାହାକୁ ବିଡ଼ି, ସିଗାରେଟଆଦିରେ ଭର୍ତ୍ତିକରି ପିଆଯାଏ କିମ୍ବା ଯାହାକୁ ଚୂନ ସହିତ ଖିଆଯାଏ
ಉದಾಹರಣೆ :
ସେ ତମ୍ବାଖୁ ସେବନ କରୁଛି
ಸಮಾನಾರ್ಥಕ : ଧୂଆଁ ପତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :