ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଏକ ପ୍ରକାର ପତଳା ଓ ଚୌଡା ଥାଳି
ಉದಾಹರಣೆ : ନମାଜ ପରେ ତବକରେ ଖାଦ୍ୟ ପରଶାଗଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक तरह की छिछली और चौड़ी थाली।
Dish on which food is served or from which food is eaten.
ಅರ್ಥ : ମୁସଲମାନ ସ୍ତ୍ରୀମାନଙ୍କଦ୍ବାରା ଭୂତପ୍ରେତ ଏବଂ ପରୀମାନଙ୍କର ଆଘାତରୁ ବଞ୍ଚିବାପାଇଁ କରାଯାଉଥିବା ଏକ ଉପଚାର
ಉದಾಹರಣೆ : ସଲ୍ମା ତବକପାଇଁ ଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
मुसलमान स्त्रियों द्वारा भूत-प्रेत और परियों की बाधा से बचने के लिए किया जाने वाला एक उपचार।
ಅರ್ಥ : ଘୋଡାଙ୍କୁ ହେଉଥିବା ଏକ ରୋଗ ଯାହାଦ୍ବାରା ସେମାନଙ୍କ ଶରୀରର କୌଣସି ଭାଗରେ ଫୁଲା ହୁଏ ଏବଂ ଦାଗ ପଡିଯାଏ
ಉದಾಹರಣೆ : କଳା ଘୋଡାକୁ ତବକ ହୋଇଛି
घोड़ों को होने वाला एक रोग जिसमें उनके शरीर के किसी भाग में सूजन आ जाती है और चकता पड़ जाता है।
ಸ್ಥಾಪನೆ