ಅರ್ಥ : ଫଳଆଦିର ଭିତରର ତନ୍ତୁ
ಉದಾಹರಣೆ :
ଏହି ଆମ୍ବଟି ସାରା ଚେର
ಸಮಾನಾರ್ಥಕ : ଚେର
ಇತರ ಭಾಷೆಗಳಿಗೆ ಅನುವಾದ :
The dried fibrous part of the fruit of a plant of the genus Luffa. Used as a washing sponge or strainer.
loofa, loofah, loufah sponge, luffaಅರ್ಥ : କୌଣସି ନିଶା ଖାଇଲା ପରେ ଆଖିରେ ଯେଉଁ ସୂକ୍ଷ୍ମ ଲାଲପରଦା ଦେଖାଯାଏ
ಉದಾಹರಣೆ :
ଅଧିକ ନିଶା କାରଣରୁ ତା’ ଆଖିର ତନ୍ତୁ ଉପରକୁ ଉଠି ଆସିଛି
ಇತರ ಭಾಷೆಗಳಿಗೆ ಅನುವಾದ :
आँखों की वे महीन लाल नसें जो साधारणतः मनुष्यों की आँखों में उस समय दिखाई देती हैं जब वे सोकर उठते हैं या नशे, प्रेम आदि की उमंग में होते हैं।
अधिक नशे के कारण उसकी आँखों में डोरे उभर आये हैं।ಅರ್ಥ : କୌଣସି ଧାତୁକୁ ଟାଣି ତିଆରି କରାଯାଇଥିବା ତନ୍ତୁ
ಉದಾಹರಣೆ :
ଏହା ଟେଲିଫୋନ ତାର
ಇತರ ಭಾಷೆಗಳಿಗೆ ಅನುವಾದ :
Ligament made of metal and used to fasten things or make cages or fences etc.
wireಅರ್ಥ : କୌଣସି ପ୍ରାକୃତିକ ବସ୍ତୁରୁ ମିଳୁଥିବା ଲମ୍ବା ଓ ପତଳା କଠିନ ପଦାର୍ଥ
ಉದಾಹರಣೆ :
ସାକରକନ୍ଦରୁ ତନ୍ତୁ ମିଳେ
ಸಮಾನಾರ್ಥಕ : ଚେର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତୁଳା, ରେଶମଆଦିର ସେହି ଲମ୍ବା ରୂପ ଯାହା ବୁଣିବାପାଇଁ ତିଆରି ହୋଇଥାଏ
ಉದಾಹರಣೆ :
ଏହି ଶାଢ଼ୀ ରେଶମୀ ସୂତାରେ ତିଆରି ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :