ಅರ್ಥ : କୌଣସି ଭାଷା ବିଶେଷତଃ ସଂସ୍କୃତର ଯେଉଁ ଶବ୍ଦ ଅନ୍ୟ ଭାଷାରେ ବା ଦେଶୀ ଭାଷାରେ ତାହାର ମୂଳରୂପରେ ବା ଅବିକଳରୂପରେ ବ୍ୟବହାର ହୋଇଥାଏ
ಉದಾಹರಣೆ :
ଓଡ଼ିଆରେ ସୂର୍ଯ୍ୟ, ପୃଥ୍ୱୀ ଆଦି ତତ୍ସମ ଶବ୍ଦ
ಸಮಾನಾರ್ಥಕ : ତତ୍ସମ
ಇತರ ಭಾಷೆಗಳಿಗೆ ಅನುವಾದ :
किसी भाषा का, विशेषतः संस्कृत का, वह शब्द जिसका व्यवहार दूसरी अथवा देशी भाषाओं में उसके मूल रूप में या ज्यों -का-त्यों हो।
हिन्दी में सूर्य, पृथ्वी आदि तत्सम शब्द हैं।