ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସେହି ସମୟର
ಉದಾಹರಣೆ : ତତ୍କାଳୀନ ପରିସ୍ଥିତି ଅନୁକୂଳ ନ ଥିଲା, ଏଥିପାଇଁ ମୁଁ ଚୁପ ରହିଲି
ಸಮಾನಾರ್ಥಕ : ତତ୍କାଳୀନ, ତାତ୍କାଳିକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
उसी समय का।
ಅರ್ಥ : ତତ୍କାଳ ବା ତୁରନ୍ତ ହୋଇଥିବା
ಉದಾಹರಣೆ : ସେ ତତ୍କାଳିକ ଭାଷଣ ପ୍ରତିଯୋଗିତାରେ ଭାଗ ନେଇଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
तत्काल या तुरन्त का।
Immediately before or after as in a chain of cause and effect.
ಅರ್ಥ : ସେହି ସମୟରେ ଘଟିଥିବା
ಉದಾಹರಣೆ : ତତ୍କାଳିକ ପରିସ୍ଥିତି ଆଜିର ପରିସ୍ଥିତି ଠାରୁ ବହୁତ ଅଲଗା ଥିଲା
ಸಮಾನಾರ್ಥಕ : ସେକାଳର, ସେତେବେଳର, ସେସମୟର
उस समय का।
At a specific prior time.
ಸ್ಥಾಪನೆ