ಅರ್ಥ : ଢାଳିବା ବା ବହିବାପାଇଁ ପ୍ରବୃତ୍ତ କରିବା
ಉದಾಹರಣೆ :
ଏହି ତେଲରେ ଝିଟିପିଟି ପଡ଼ିଯାଇଛି - ଏହାକୁ ନଳାରେ ଢାଳିଦିଅ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
ಉದಾಹರಣೆ :
ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
ಸಮಾನಾರ್ಥಕ : ଭର୍ତ୍ତି କରିବା, ରଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଜିନିଷର ସାମଗ୍ରୀକୁ ଛାଞ୍ଚରେ ଢାଳି ତାହାକୁ ତିଆରି କରିବା
ಉದಾಹರಣೆ :
କାରିଗର ଚୀନାମାଟିରେ ଖେଳନା ଢାଳୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
कोई चीज़ बनाने के लिए उसकी सामग्री साँचे में डालकर उसको तैयार करना।
कारीगर चीनीमिट्टी के खिलौने ढाल रहा है।ಅರ್ಥ : ତରଳ ପଦାର୍ଥକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରରେ ଢାଳିବା
ಉದಾಹರಣೆ :
ମା ଢାଳରୁ ଗ୍ଲାସକୁ ଦୁଧ ଢାଳୁଛି
ಇತರ ಭಾಷೆಗಳಿಗೆ ಅನುವಾದ :