ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କାହାକୁ ଡେଇଁବାପାଇଁ ପ୍ରବୃତ୍ତ କରାଇବା
ಉದಾಹರಣೆ : ସେ ମୋତେ ତା ସହିତ ଶହେ ଥର ଦଉଡ଼ି ଡିଆଁଇଲା
ಸಮಾನಾರ್ಥಕ : ଡିଆଁଇବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
किसी को कूदने में प्रवृत्त करना।
ಅರ್ಥ : ଡେଇଁବାକାମ ଅନ୍ୟ କାହାରିଦ୍ୱାରା କରାଇବା
ಉದಾಹರಣೆ : ଚୋରି କରିବାପାଇଁ ଚୋର ତା ସାଥୀକୁ ହତା ଭିତରକୁ ଡିଆଁଇଲା
ಸಮಾನಾರ್ಥಕ : କୁଦା ମରାଇବା, କୁଦା ମରେଇବା, କୁଦାଇବା, କୁଦେଇବା, ଡିଆଁ ମରାଇବା, ଡିଆଁ ମରେଇବା, ଡିଆଁଇବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
कुदाने का काम दूसरे से कराना।
Cause to jump or leap.
ಸ್ಥಾಪನೆ