ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବାଉଁଶ ପାତିଆରୁ ତିଆରି ଟୋକେଇ
ಉದಾಹರಣೆ : ଝୁଡ଼ିରେ ଫଳ ରଖା ଯାଏ
ಸಮಾನಾರ್ಥಕ : ଝୁଡ଼ି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बाँस की पट्टियों का बना टोकरा।
ಅರ್ಥ : ବାଉଁଶ ବା ମୁଞ୍ଜରେତିଆରି ହୋଇଥିବା ଅତି ଅଳ୍ପ ଗଭୀର ଡାଲା
ಉದಾಹರಣೆ : ପିଲାଟି ଭୋଗେଇରେ ଥିବା ଚଣା ଖାଉଛି
ಸಮಾನಾರ್ಥಕ : ଭୋଗେଇ
बाँस या मूँज की बनी हुई बहुत छोटी गहरी डलिया।
ಅರ್ಥ : ମୁଞ୍ଜଆଦିରେ ବୁଣା ହୋଇଥିବା ଏକ ପ୍ରକାରର ପାତ୍ର
ಉದಾಹರಣೆ : ଡାଲାରେ ଫଳ ରଖା ଯାଇଛି
मूँज आदि से बिना हुआ एक प्रकार का पात्र।
ಅರ್ಥ : ଯାହାଉପରେ କିଛି ଜିନିଷ ରଖିକରି ଯେକୌଣସି ସ୍ଥାନକୁ ନେଇଯାଇହୁଏ
ಉದಾಹರಣೆ : ଟ୍ରାକ୍ଟର ଡାଲାରେ ଜିନିଷ ରଖାଯାଉଛି
ಸಮಾನಾರ್ಥಕ : କ୍ୟାରିଅର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह जिस पर या जिसमें कोई चीज रखकर कहीं ले जाई या पहुँचाई जाए।
A rack attached to a vehicle. For carrying luggage or skis or the like.
ಅರ್ಥ : ମୁଞ୍ଜ ଘାସରେ ତିଆରି କରାଯାଇଥିବା ଏକ ପ୍ରକାରର ଛୋଟ ଡାଲା
ಉದಾಹರಣೆ : ଛୋଟ ପିଲାଟି ଡାଲାରେ ଧୂଳି ଭର୍ତ୍ତିକରୁଛି
ಸಮಾನಾರ್ಥಕ : ଡାଲିଆ, ଭୋଗେଇ
मूँज आदि की बनी हुई एक प्रकार की छोटी डलिया।
ಸ್ಥಾಪನೆ