ಅರ್ಥ : ଯେଉଁ ସ୍ଥାନରେ ରୋଗୀମାନଙ୍କର ଚିକିତ୍ସା କରାଯାଏ ବା ତାଙ୍କୁ ଔଷଧ ଦିଆଯାଏ
ಉದಾಹರಣೆ :
ଗାଁରେ ଗୋଟିଏ ବଡ଼ ଡାକ୍ତରଖାନା ତିଆରି ହେଉଛି
ಸಮಾನಾರ್ಥಕ : ଚିକିତ୍ସାଳୟ, ମେଡ଼ିକାଲ୍, ହସପିଟାଲ, ହାସପାତାଲ
ಇತರ ಭಾಷೆಗಳಿಗೆ ಅನುವಾದ :
वह स्थान जहाँ रोगियों की चिकित्सा की जाती है या उन्हें दवा दी जाती है।
गाँव में एक बड़ा अस्पताल बन रहा है।A medical institution where sick or injured people are given medical or surgical care.
hospital