ಅರ್ಥ : କାହାର ଚାପରେ ପଡ଼ି ତାର ଇଛା ଅନୁସାରେ କାର୍ଯ୍ୟ କରିବା ନିମନ୍ତେ ବାଧ୍ୟ ହେବା
ಉದಾಹರಣೆ :
ସେ ଏହି ଅଞ୍ଚଳର ନାମୀ ବଦମାସ, ସେଥିପାଇଁ ସବୁ ଲୋକ ତା ଠାରେ ଦବି ରହିଥାନ୍ତି
ಸಮಾನಾರ್ಥಕ : ଦବି ରହିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी के दबाव में पड़कर उसकी इच्छानुसार कार्य करने के लिए विवश होना।
वह इस इलाक़े का नामी बदमाश है, इसलिए सभी लोग उससे दबते हैं।ಅರ್ಥ : ଅନିଷ୍ଟ ବା ହାନି ଆଶଙ୍କାରେ ଆକୁଳ ହେବା
ಉದಾಹರಣೆ :
ପରୀକ୍ଷାରେ ଅସଫଳ ହେବା ଚିନ୍ତାକରି ମୁଁ ଡରି ଯାଇଥିଲି
ಸಮಾನಾರ್ಥಕ : ଭୟକରିବା, ଭୟଭୀତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
Be afraid or feel anxious or apprehensive about a possible or probable situation or event.
I fear she might get aggressive.ಅರ್ಥ : ଡରି ଯିବା
ಉದಾಹರಣೆ :
ଭୂତ କାହାଣୀ ଶୁଣି ସେ ଡରିଗଲା
ಸಮಾನಾರ್ಥಕ : ଡରିଯିବା, ଭୟଭୀତ ହେବା, ଶଙ୍କା ପଶିବା, ଶଙ୍କିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କଥା ବା ଘଟଣାଆଦିକୁ ଡରିବା
ಉದಾಹರಣೆ :
ଗାଁରେ ନରଭକ୍ଷୀ ବାଘ ଆସିବାର ଖବର ଶୁଣି ସବୁଲୋକ ଆତଙ୍କିତ ହୋଇଗଲେ
ಸಮಾನಾರ್ಥಕ : ଆତଙ୍କିତ ହେବା, ଭୟଭୀତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी बात या घटना आदि से डरना या घबड़ा जाना।
गाँव में नरभक्षी शेर के आने की ख़बर सुनकर सभी लोग आतंकित हो गए हैं।Be overcome by a sudden fear.
The students panicked when told that final exams were less than a week away.ಅರ್ಥ : ଭୟ ବା ଦୁଃଖରେ ମନ ଚଞ୍ଚଳ ହେବା
ಉದಾಹರಣೆ :
କୌଣସି ଅନିଷ୍ଟ ଆଶଙ୍କାରେ ମନ ଆତଙ୍କିତ ହେଉଛି
ಸಮಾನಾರ್ಥಕ : ଆତଙ୍କିତ ହେବା, ଆଶଙ୍କିତ ହେବା, ହଡ଼ବଡ଼େଇଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
Be overcome by a sudden fear.
The students panicked when told that final exams were less than a week away.