ಅರ್ಥ : ଡରାଇବାକାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ :
ସେ କୁକୁରଦ୍ୱାରା ମାଙ୍କଡ଼ମାନଙ୍କୁ ଡରାଇଲେ
ಸಮಾನಾರ್ಥಕ : ଭୟଭୀତକରାଇବା, ଭୟାତୁର କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
Cause to lose courage.
Dashed by the refusal.ಅರ್ಥ : ଚିନ୍ତା,ଆଶଙ୍କା,ଭୟ ଆଦି ଉତ୍ପନ୍ନ କରିବା
ಉದಾಹರಣೆ :
ମୋ ହୃଦୟକୁ ଥରାଅ ନାହିଁ, ମୁଁ ବହୁତ ଦୁର୍ବଳ
ಸಮಾನಾರ್ಥಕ : ଥରାଇବା, ଭୟଭୀତ କରାଇବା, ସ୍ପନ୍ଦିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :