ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଖାଦ୍ୟ ପଦାର୍ଥ ରଖିବାର ଏକ ପ୍ରକାର କଟରା
ಉದಾಹರಣೆ : କଡ଼େଇର ତରକାରୀକୁ ଡଙ୍କିରେ ଓଲଟାଇ ଦିଅ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
भोजन रखने का एक तरह का कटोरा।
A dish that is round and open at the top for serving foods.
ಅರ್ಥ : ରୋଷେଇ ତିଆରି କରିବା କାମରେ ଆସୁଥିବା ଚାମୁଚି ଭଳି ଗୋଟିଏ ବାସନ
ಉದಾಹರಣೆ : ମାଆ ଡଙ୍କିରେ ଭାତ କାଢ଼ୁଥିଲେ
ಸಮಾನಾರ್ಥಕ : କରଚୁଲି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
रसोई बनाने के काम में आने वाला कलछे की तरह का एक बर्तन।
ಅರ್ಥ : ବଡ଼ ଦଣ୍ଡା ବିଶିଷ୍ଟ ଚାମଚ ଯେଉଁଥିରେ ବଡ଼ ହାଣ୍ଡିଆଦିରୁ ଡାଲିଆଦି କାଟନ୍ତି ବା ବାହାର କରନ୍ତି
ಉದಾಹರಣೆ : ମାଆ କରଚୁଲିରେ ଡାଲି ବାହାର କରୁଛନ୍ତି
ಸಮಾನಾರ್ಥಕ : ଅଣକ, କରଚୁଲି
बड़ी डाँड़ी का चम्मच जिससे बटलोई आदि की दाल आदि चलाते या निकालते हैं।
ಅರ್ಥ : ଡାଲି ଆଦିରୁ ଫେଣ ବାହାରକରିବା କରଚୁଲି
ಉದಾಹರಣೆ : ଗୀତା ଫୁଟୁଥିବା ଡାଲିରୁ କରଚୁଲିରେ ଫେଣ ବାହାରକରୁଛି
ಸಮಾನಾರ್ಥಕ : କରଚୁଲି, ଡଙ୍କା
दाल आदि में से झाग निकालने की करछुल।
ಸ್ಥಾಪನೆ