ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଟୋପି ବା ଝରିବା କ୍ରିୟା
ಉದಾಹರಣೆ : ରସର ଟୋପି ବନ୍ଦ ହେଲାପରେ ତାଡିପୂର୍ଣ୍ଣ ଓରାକୁ ଓଲ୍ଲାଇ ଦିଆଗଲା
ಸಮಾನಾರ್ಥಕ : ଝରିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
टपकने या चूने की क्रिया।
ಅರ್ಥ : ଏକ ପ୍ରକାରର ବଡ଼ ଟୋପି
ಉದಾಹರಣೆ : ମିଷ୍ଟର ବିଲଟନଙ୍କ ମୁଣ୍ଡଉପରେ ତାଙ୍କ କୋଟ ରଙ୍ଗର ଟୋପି ହିଁ ସୁଶୋଭିତ ଥିଲା
ಸಮಾನಾರ್ಥಕ : କ୍ୟାପ, ହ୍ୟାଟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक प्रकार की बड़ी टोपी।
Headdress that protects the head from bad weather. Has shaped crown and usually a brim.
ಅರ್ಥ : ଶିର ଢାଙ୍କିହୋଇ ଯାଉଥିବା ଓ ମୁଣ୍ଡ ଉପରେ ପିନ୍ଧା ଯାଉଥିବା ଏକ ପରିଧାନ
ಉದಾಹರಣೆ : ଶ୍ୟାମ ଲାଲ ରଙ୍ଗର ଟୋପି ପିନ୍ଦିଛି
सिर पर पहना जाने वाला एक परिधान जिससे सिर ढका रहता है।
A tight-fitting headdress.
ಅರ್ಥ : ବାଡ଼ ନଥିବା ଗୋଟିଏ ଟୋପି
ಉದಾಹರಣೆ : ମୈନୁଦୀନ ସ୍କଲକୈପ ପିନ୍ଧିଛି
ಸಮಾನಾರ್ಥಕ : ସ୍କଲକୈପ
एक टोपी जिसमें बाड़ नहीं होती।
Rounded brimless cap fitting the crown of the head.
ಅರ್ಥ : ପନ୍ଧାଯାଉଥିବା ଟୋପି ଆକାରର ଏକ ଗୋଲ ଏବଂ ଗହିଡ଼ା ବସ୍ତୁ
ಉದಾಹರಣೆ : କେତେକ ଉଦ୍ଭିଦର ମୂଳରେ ମଧ୍ୟ ଟୋପି ଥାଏ
पहनी जानेवाली टोपी के आकार की गोल और गहरी कोई वस्तु।
Something serving as a cover or protection.
ಸ್ಥಾಪನೆ