ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଟମାଟୋ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଟମାଟୋ   ବିଶେଷ୍ୟ

ಅರ್ಥ : ଏକ ଛୋଟ ଗଛ ଯାହାର କିଛି ଖଟାଳିଆ, ଚେପ୍‌ଟା,ଗୋଲ୍‌, ମାଂସାଳ ଫଳ ଯାହାକୁ ପରିବା ରୂପରେ ଖିଆଯାଏ

ಉದಾಹರಣೆ : ସେ ଘର ପଛଆଡ଼େ ବିଲାତିବାଇଗଣ ଲଗାଇ ରଖିଛନ୍ତି

ಸಮಾನಾರ್ಥಕ : ଟମାଟର, ପାତଳଘଣ୍ଟା, ବିଲାତିବାଇଗଣ


ಇತರ ಭಾಷೆಗಳಿಗೆ ಅನುವಾದ :

एक छोटा पौधा जिसके थोड़े खट्टे चपटे, गोल और गूदेदार फल सब्जी के रूप में खाए जाते हैं।

उसने घर के पिछवाड़े टमाटर लगा रखा है।
टमाटर

Native to South America. Widely cultivated in many varieties.

love apple, lycopersicon esculentum, tomato, tomato plant

ಅರ್ಥ : ପାଚିଲାପରେ ଲାଲ ବା ହଳଦିଆ ରଙ୍ଗ ହେଉଥିବା ଏବଂ ପରିବା ରୂପରେ ଖିଆଯାଉଥିବା ଗୋଟିଏ ଖଟା ମାଂସଳ ଫଳ

ಉದಾಹರಣೆ : ସାଲାଢ଼ ତିଆରି କରିବାପାଇଁ ମା’ ବିଲାତି ବାଇଗଣ କାଟୁଛନ୍ତି

ಸಮಾನಾರ್ಥಕ : ଟମାଟର୍, ପାତାଳ ଘଣ୍ଟା, ବିଲାତି, ବିଲାତି ବାଇଗଣ


ಇತರ ಭಾಷೆಗಳಿಗೆ ಅನುವಾದ :

एक खट्टा, पकने पर लाल या पीला, गूदेदार फल जो सब्जी के रूप में खाया जाता है।

माँ सलाद बनाने के लिए टमाटर काट रही है।
टमाटर

Mildly acid red or yellow pulpy fruit eaten as a vegetable.

tomato