ಅರ್ಥ : ଭାରତରେ ପ୍ରଚଳିତ ମୁଦ୍ରା
ಉದಾಹರಣೆ :
ଭାରତୀୟ ଟଙ୍କାରେ ଗାନ୍ଧୀଜୀଙ୍କର ଫଟୋ ରହିଛି
ಸಮಾನಾರ್ಥಕ : ଭାରତୀୟ ଟଙ୍କା
ಇತರ ಭಾಷೆಗಳಿಗೆ ಅನುವಾದ :
भारत में चलने वाली मुद्रा।
भारतीय रुपयों में गाँधीजी की फोटो है।ಅರ್ಥ : ଟଙ୍କାଶାଳରେ ଗଢ଼ାଯାଇଥିବା ନିର୍ଦ୍ଦିଷ୍ଟ ମୂଲ୍ୟର ଧାତୁ ଖଣ୍ଡ ଯାହା ବିନିମୟର ସାଧନ ହୋଇଥାଏ
ಉದಾಹರಣೆ :
ଆଗକାଳରେ ସୁନା, ରୁପାଆଦିର ମୁଦ୍ରା ପ୍ରଚଳିତ ଥିଲା
ಸಮಾನಾರ್ಥಕ : ମୁଦ୍ରା
ಇತರ ಭಾಷೆಗಳಿಗೆ ಅನುವಾದ :
टकसाल में ढला हुआ निर्दिष्ट मूल्य का धातु का टुकड़ा जो वस्तु विनिमय का साधन होता है।
पुराने ज़माने में सोने, चाँदी आदि के सिक्के चलते थे।ಅರ್ಥ : ଭାରତରେ ପ୍ରଚଳିତ ହେଉଥିବା ଷୋହଳ ଅଣାର ଏକ ମୁଦ୍ରା
ಉದಾಹರಣೆ :
ଜେଜେବାପାଙ୍କ ପାଖରେ ବିଭିନ୍ନ ପ୍ରକାରର ଏକଟଙ୍କିଆ ମୁଦ୍ରା ଥିଲା
ಸಮಾನಾರ್ಥಕ : ଏକଟଙ୍କିଆ ମୁଦ୍ରା, ଟଙ୍କିକିଆ ମୁଦ୍ରା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭାରତ ଓ ପାକିସ୍ତାନ ଆଦି ଦେଶରେ ପ୍ରଚଳିତ ମୁଦ୍ରା
ಉದಾಹರಣೆ :
ଦିନକୁ ଦିନ ଟଙ୍କାର ଅବମୂଲ୍ୟାୟନ ହେଉଅଛି
ಸಮಾನಾರ್ಥಕ : ରୂପିୟା
ಇತರ ಭಾಷೆಗಳಿಗೆ ಅನುವಾದ :