ಅರ್ಥ : କୌଣସି ଆଧାରର ସହାୟତାରେ ଝୁଲି ଆଗପଛ ବା ଏପଟସେପଟ ଦୋଳାୟମାନ ହେବାର ପ୍ରକ୍ରିୟା
ಉದಾಹರಣೆ :
ଘଣ୍ଟାର ଦୋଳକର ଦୋଳନ ବନ୍ଦ ହେବାର ଅର୍ଥ ଘଣ୍ଟା ବନ୍ଦ ହୋଇଯାଇଛି
ಸಮಾನಾರ್ಥಕ : ଦୋଳନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଝୁଲଣରେ ବସି ଝୁଲିବା
ಉದಾಹರಣೆ :
ସେ ଘଣ୍ଟେ ହେଲା ଝୁଲୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉପରିଭାଗ ସଂଯୁକ୍ତ ହେଲେ ବି କୋଣସି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହିବା
ಉದಾಹರಣೆ :
କାନ୍ଥରୁ ରସିଟିଏ ଝୁଲୁଛି
ಸಮಾನಾರ್ಥಕ : ଲଟକିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା
ಉದಾಹರಣೆ :
ପିଲାଏ ମସ୍ତିରେ ଝୁଲୁଥିଲେମଦୁଆ ଲୋକ ମଦ ନିଶାରେ ଝୁଲୁଛି
ಸಮಾನಾರ್ಥಕ : ହଲିବା
ಇತರ ಭಾಷೆಗಳಿಗೆ ಅನುವಾದ :