ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ପ୍ରାଣୀଠାରେ ପ୍ରାଣ ଅଛି
ಉದಾಹರಣೆ : ସଜୀବମାନଙ୍କ ମଧ୍ୟରେ ବଞ୍ଚିବାପାଇଁ ସର୍ବଦା ପ୍ରତିଦ୍ୱନ୍ଦିତା ଲାଗିରହିଛି
ಸಮಾನಾರ್ಥಕ : ଚେତନ, ଜୀବନ୍ତ, ପ୍ରାଣବନ୍ତ, ସଜୀବ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह प्राणी जो मरा न हो या जिसमें प्राण हो।
People who are still living.
ಅರ್ಥ : ଜୀବନଥିବା ବା ଯେଉଁଥିରେ ପ୍ରାଣ ଅଛି
ಉದಾಹರಣೆ : ଜୀବିତ ପ୍ରାଣୀର ଆନ୍ତରିକ ବୁଦ୍ଧି ଘଟେ
ಸಮಾನಾರ್ಥಕ : ସଜୀବ
जीता हुआ या जिसमें प्राण हो।
Possessing life.
ಅರ್ಥ : ଯେ ଜନ୍ମ ନେଇଛି
ಉದಾಹರಣೆ : ଜନ୍ମିତ ପ୍ରାଣୀର ମୃତ୍ୟୁ ନିଶ୍ଚିତ
ಸಮಾನಾರ್ಥಕ : ଜନ୍ମିତ, ଜାତ, ପ୍ରସୂତ, ସଂଜାତ, ସୃଷ୍ଟ
जो पैदा हुआ हो या जिसने जन्म लिया हो।
Brought into existence.
ಸ್ಥಾಪನೆ