ಅರ್ಥ : ଜୀବିତ ରହିବାର ଅବସ୍ଥା କିମ୍ବା ଭାବ
ಉದಾಹರಣೆ :
ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ଆଶା ରହିଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜୀବନ ନିର୍ବାହ କରିବାର ବିଶେଷ ଶୈଳୀ
ಉದಾಹರಣೆ :
ନିର୍ବାଚନ ଆସିଲେ ନେତାମାନେ ନିଜନିଜ ରାଜନୈତିକ ଜୀବନରେ ସକ୍ରିୟ ହୋଇଯାନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜୀବିତ ରହିବାପାଇଁ ବାୟୁ, ଜଳ ଆଦି ଉପଲବ୍ଧି ହେଉଥିବା ଆବଶ୍ୟକ ପରିସ୍ଥିତି
ಉದಾಹರಣೆ :
ବୈଜ୍ଞାନିକମାନଙ୍କ ମତାନୁସାରେ ଚନ୍ଦ୍ରରେ ଜୀବନସତ୍ତା ନାହିଁ
ಸಮಾನಾರ್ಥಕ : ଜୀବନସତ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :
जीवित रहने के लिए वह आवश्यक परिस्थिति जिसमें हवा, पानी आदि की उपलब्धता हो।
वैज्ञानिकों के अनुसार चन्द्रमा पर जीवन नहीं है।The organic phenomenon that distinguishes living organisms from nonliving ones.
There is no life on the moon.ಅರ್ಥ : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି
ಉದಾಹರಣೆ :
ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ
ಸಮಾನಾರ್ಥಕ : ଅନିଳ, ପବନ, ପ୍ରାଣ, ବାୟୁ, ମରୁତ, ସମୀର
ಇತರ ಭಾಷೆಗಳಿಗೆ ಅನುವಾದ :
प्रायः सर्वत्र चलता रहने वाला वह तत्व जो सारी पृथ्वी पर व्याप्त है और जिसमें प्राणी साँस लेते हैं।
हवा के अभाव में जीवन की कल्पना नहीं की जा सकती।ಅರ್ಥ : ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି
ಉದಾಹರಣೆ :
ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ
ಸಮಾನಾರ್ಥಕ : ଜୀବ, ଜୀବନ ଶକ୍ତି, ପ୍ରାଣ, ପ୍ରାଣଶକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
The vital principle or animating force within living things.
spiritಅರ್ಥ : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଯାହାର ଗଣନା ଦିନ,ମାସ, ବର୍ଷଆଦିଦ୍ୱାରା ହୋଇଥାଏ
ಉದಾಹರಣೆ :
ମନୁଷ୍ୟର ହାରାହାରି ଆୟୁ ଷାଠିଏରୁ ସତୁରୀ ବର୍ଷ ତାଙ୍କର ଜୀବନ ଅନ୍ୟର ମଙ୍ଗଳରେ ହିଁ ବିତିଗଲା
ಸಮಾನಾರ್ಥಕ : ଆୟୁ, ଆୟୁ କାଳ, ଇହକାଳ, ଜୀବନକାଳ, ବୟସ
ಇತರ ಭಾಷೆಗಳಿಗೆ ಅನುವಾದ :
जन्म से मृत्यु तक का समय जिसकी गणना दिनों, महीनों, वर्षों आदि में होती है।
मनुष्य की औसत आयु साठ से सत्तर वर्ष के बीच होती है।ಅರ್ಥ : ଜୀବିତ ପ୍ରାଣୀ
ಉದಾಹರಣೆ :
ପହଁରାଳୀଙ୍କ ଯୋଗୁଁ ବଢ଼ିରେ ବୁଡ଼ି ଯାଉଥିବା ଅନେକ ଜୀବନ ବଞ୍ଚିଗଲା
ಸಮಾನಾರ್ಥಕ : ପ୍ରାଣ
ಇತರ ಭಾಷೆಗಳಿಗೆ ಅನುವಾದ :