ಅರ್ಥ : ଗର୍ଭରୁ ପିଲା ପ୍ରସବ ହେବା
ಉದಾಹರಣೆ :
ସେ ସାତଟି ପିଲା ଜନ୍ମ କଲା କିନ୍ତୁ ଗୋଟିଏ ବି ସୁପାତ୍ର ହେଲା ନାହିଁ
ಸಮಾನಾರ್ಥಕ : ଉତ୍ପନ୍ନ କରିବା, ଜନ୍ମ ଦେବା, ପ୍ରସବ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପଶୁମାନଙ୍କ ଗର୍ଭରୁ ଛୁଆ ବାହାରିବା ବା ଉତ୍ପନ୍ନ କରିବା
ಉದಾಹರಣೆ :
ସକାଳୁ ସକାଳୁ ହିଁ ଗାଈଟି ଭଲ ବାଛୁରିଟିଏ ଜନ୍ମକରିଛି
ಸಮಾನಾರ್ಥಕ : ଜନ୍ମଦେବା, ବାଛୁରି ପକେଇଛି, ବେଇଛି
ಇತರ ಭಾಷೆಗಳಿಗೆ ಅನುವಾದ :