ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଜଟା ରୂପରେ ଗୁନ୍ଥି ହୋଇଥିବା ମୁଣ୍ଡର ବହୁତ ବଡ଼-ବଡ଼ ବାଳ
ಉದಾಹರಣೆ : ଗଙ୍ଗା ଶିବଙ୍କ ଜଟାରେ ଜଡ଼ିତ ହୋଇ ରହିଗଲେ
ಸಮಾನಾರ್ಥಕ : ଜଟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
लट के रूप में गुँथे हुए सिर के बहुत बड़े-बड़े बाल।
A hairdo formed by braiding or twisting the hair.
ಅರ್ಥ : ଗଛର ମୂଳରୁ ବାହାରୁଥିବା ପତଳା ସୂତାଚେର
ಉದಾಹರಣೆ : ଗାଁରେ ଜାଳେଣୀ ରୂପେ ଚେରମୂଳର ବ୍ୟବହାର କରାଯାଏ
ಸಮಾನಾರ್ಥಕ : ଚେରମୂଳ, ଜଟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वृक्षों की जड़ से निकले पतले सूत।
ಅರ್ಥ : ଏକ ପାହାଡ଼ିଆ ଗଛ
ಉದಾಹರಣೆ : ବାଇଡ଼ଙ୍କ ପତ୍ରରେ ବିଷାକ୍ତ ଆଁଶୁ ଥାଏ
ಸಮಾನಾರ್ಥಕ : ଅଜରା, ଅବ୍ୟଙ୍ଗା, କଣ୍ଡୂରା, ବାଇଡ଼ଙ୍କ, ଲାଙ୍ଗଳୀ, ସଦ୍ୟଶୋଥ
एक पहाड़ी पौधा।
ಸ್ಥಾಪನೆ