ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଧାତୁ ତିଆରି ଜଞ୍ଜିର
ಉದಾಹರಣೆ : କବାଟର ଜଞ୍ଜିର ଲଗେଇକି ଯିବ
ಸಮಾನಾರ್ಥಕ : କିଳିଣି, ହୁକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
धातु का कुंडा।
ಅರ್ಥ : ଧାତୁରେ ତିଆରି ଜଞ୍ଜିର
ಉದಾಹರಣೆ : ଜୀବଜନ୍ତୁ ମାନଙ୍କୁ ଦଉଡ଼ି ବା ଜଞ୍ଜିରରେ ବାନ୍ଧି ରଖନ୍ତି
ಸಮಾನಾರ್ಥಕ : ଚେନ୍, ଶିକୁଳି, ଶୃଙ୍ଖଳ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
धातु की कड़ियों की लड़ी।
A series of (usually metal) rings or links fitted into one another to make a flexible ligament.
ಅರ್ಥ : ଅପରାଧୀମାନଙ୍କୁ ବାନ୍ଧି ରଖିବାପାଇଁ ସେମାନଙ୍କ ଗୋଡ଼ରେ ଯେଉଁ ଲୁହା କଡ଼ି ପିନ୍ଧାଇ ଦିଆଯାଏ
ಉದಾಹರಣೆ : ସିପାହୀ ତା’ ଗୋଡ଼ରେ ବେଡ଼ି ପକାଇଦେଲେ
ಸಮಾನಾರ್ಥಕ : ବେଡ଼ି
लोहे के कड़ों की वह जोड़ी जो अपराधियों के पैरों में उन्हें बाँध रखने के लिए पहनाई जाती है।
ಅರ್ಥ : ପଶୁଙ୍କୁ ବାନ୍ଧିବାପାଇଁ ସେମାନଙ୍କ ଗଳାରେ ପିନ୍ଧାଯାଉଥିବା ଧାତୁ ନିର୍ମିତ କଡ଼ି
ಉದಾಹರಣೆ : କୁକୁରକୁ ଜଞ୍ଜିରରେ ବାନ୍ଧିଦିଅ
ಸಮಾನಾರ್ಥಕ : ଶିକୁଳା, ଶିକୁଳୀ, ଶୃଙ୍ଖଳ
पशुओं को बाँधने के लिए उनके गले में पहनाई हुई धातु की कड़ी।
ಸ್ಥಾಪನೆ