ಅರ್ಥ : ଚେତା ଫେରେଇ ଆଣିବା
ಉದಾಹರಣೆ :
ହୃଦୟ ଗତି ବନ୍ଦ ହେବାରୁ ବେହୋସ ହୋଇଥିବା ଲୋକର ଛାତି ଉପରେ ସେ ଚାପ ପକେଇ ତାକୁ ଜଗେଇଲେ
ಸಮಾನಾರ್ಥಕ : ସଚେତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏଭଳି ସାଧନ ଯେଉଁଥିରେ ଯନ୍ତ୍ରମନ୍ତ୍ରର ପ୍ରଭାବ ଦେଖାଯାଏ
ಉದಾಹರಣೆ :
ଅମାବାସ୍ୟା ରାତିରେ ତାନ୍ତ୍ରିକ ଯନ୍ତ୍ରତନ୍ତ୍ରକୁ ଜାଗୃତ କରେ
ಸಮಾನಾರ್ಥಕ : ଜାଗୃତ କରିବା, ସାଧନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :