ಅರ್ಥ : ମାଛ ଧରିବାପାଇଁ ଏକ ବହୁତ ବଡ଼ ଜାଲ
ಉದಾಹರಣೆ :
ମାଛଧରାଳିମାନେ ବଡ଼ଜାଲରେ ନଦୀରୁ ମାଛ ଧରୁଛନ୍ତି
ಸಮಾನಾರ್ಥಕ : ବଡ଼ଜାଲ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚଉଡ଼ା ମୁହଁ ଥିବା ଏକ ପ୍ରକାରର ତୋପ
ಉದಾಹರಣೆ :
ସେ ଜଂଜାଲ ସାହାଯ୍ୟରେ ଶତ୍ରୁ ସହିତ ଯୁଦ୍ଧ କରିବାକୁ ଯାଉଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପୁରୁଣା ଢଙ୍ଗର ଏକ ପ୍ରକାରର ବଡ଼ ରଞ୍ଜକବତୀ ଥିବା ବନ୍ଧୁକ
ಉದಾಹರಣೆ :
ସେ ଜଂଜାଲ ନେଇ ଜଙ୍ଗଲ ଆଡ଼େ ବାହାରି ପଡ଼ିଲା
ಇತರ ಭಾಷೆಗಳಿಗೆ ಅನುವಾದ :
पुराने ढंग की एक प्रकार की बड़ी पलीतेदार बंदूक।
वह जंजाल लेकर जंगल की ओर निकल पड़ा।