ಅರ್ಥ : ଚୋପା ବା ଛାଲ କାଢ଼ିବା
ಉದಾಹರಣೆ :
କୃଷକ ବିଲରେ ଆଖୁ ଛେଲୁଛି
ಸಮಾನಾರ್ಥಕ : ଚୋପା ଛଡ଼ାଇବା, ଚୋପା ଛଡ଼େଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଛେଲିବା କାମ ହେବା
ಉದಾಹರಣೆ :
ଆଖୁ ଛେଲାହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା
ಉದಾಹರಣೆ :
ମହେଶ ନିମ ଗଣ୍ଡିକୁ ଛେଲୁଛି
ಸಮಾನಾರ್ಥಕ : କାଟିବା, କ୍ଷତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।
महेश नीम के तने को पाछ रहा है।