ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଅପବିତ୍ର ବସ୍ତୁ ଛୁଇଁବାର ଦୋଷ
ಉದಾಹರಣೆ : ସେ ଛୁଆଁ ହୋଇଗଲା
ಸಮಾನಾರ್ಥಕ : ଛୁତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
अपवित्र वस्तु छूने का दोष।
ಅರ್ಥ : ଖରାପ ବସ୍ତୁର ସଂସର୍ଗ
ಉದಾಹರಣೆ : ଛୁଆଁରୁ ଦୂରେଇ ରହିବା ଉଚିତ
ಸಮಾನಾರ್ಥಕ : ଅପବିତ୍ର, ଛୁତି
गंदी वस्तु का संसर्ग।
ಅರ್ಥ : ଯାହା ଛୁଆଁ ଯାଇଛି ବା ସ୍ପର୍ଶ କରାଯାଇଛି
ಉದಾಹರಣೆ : ବିନା ସ୍ନାନରେ ଛୁଆଁ ଭୋଜନ ଅଶୁଦ୍ଧ ଅଟେ
ಸಮಾನಾರ್ಥಕ : ଛୁତ, ସ୍ପର୍ଶିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जिसे छुआ या स्पर्श किया गया हो।
Having come into contact.
ಸ್ಥಾಪನೆ