ಅರ್ಥ : ଯେଉଁ ଯନ୍ତ୍ର ସାହାଯ୍ୟରେ ଖବର କାଗଜ, ପୁସ୍ତକ ଆଦି ଛପାଯାଏ
ಉದಾಹರಣೆ :
ବଡ଼ବାପା ଆମକୁ ମୁଦ୍ରଣ ଯନ୍ତ୍ର ଦେଖାଇବାପାଇଁ ମୁଦ୍ରଣାଳୟକୁ ନେଇ ଯାଇଥିଲେ
ಸಮಾನಾರ್ಥಕ : ମୁଦ୍ରଣ ଯନ୍ତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
वह यंत्र जिसकी सहायता से साधारण समाचार-पत्र, पुस्तकें आदि छापी जाती हैं।
ताऊ हमें मुद्रणयंत्र दिखाने के लिए मुद्रणालय ले गए थे।