ಅರ್ಥ : ଛଣପଟ ଗଛର ତନ୍ତୁ
ಉದಾಹರಣೆ :
ଛଣପଟରୁ ରସି, କପଡ଼ା ଆଦି ତିଆରି କରାଯାଏ
ಸಮಾನಾರ್ಥಕ : ଛଣପଟ, ଶ୍ୱେତପୁଷ୍ପା
ಇತರ ಭಾಷೆಗಳಿಗೆ ಅನುವಾದ :
A plant fiber.
hempಅರ್ಥ : ଯେଉଁ ଶୁଖିଲା ଧାନଆଦିର କେଣ୍ଡାରୁ ଧାନ ବାହାର କରାଯାଇଛି
ಉದಾಹರಣೆ :
ଗୋରୁ ଖଳାରେ ନଡ଼ା ଖାଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
Plant fiber used e.g. for making baskets and hats or as fodder.
strawಅರ್ಥ : ନଳିତା ଜାତୀୟ ଏକ ପ୍ରକାରର ଛୋଟ ଗଛ
ಉದಾಹರಣೆ :
ଛଣରୁ ମିଳୁଥିବା ପଟ୍ଟ, ଦଉଡ଼ିଆଦି ପ୍ରସ୍ତୁତ କରିବା କାମରେ ଆସେ
ಇತರ ಭಾಷೆಗಳಿಗೆ ಅನುವಾದ :
जूट की जाति का एक प्रकार का छोटा पौधा।
सनई से प्राप्त रेशे रस्सी आदि बनाने के काम आते हैं।