ಅರ್ಥ : ଧୋକା ଦେବା ବ୍ୟକ୍ତି
ಉದಾಹರಣೆ :
ଆଧୁନିକ ଯୁଗରେ ଧୋକାବାଜ ଲୋକେ କମ୍ ନାହାନ୍ତି
ಸಮಾನಾರ್ಥಕ : କପଟୀ, ଧୂର୍ତ୍ତ, ଧୋକାବାଜ, ପ୍ରତାରକ
ಇತರ ಭಾಷೆಗಳಿಗೆ ಅನುವಾದ :
धोखा देनेवाला व्यक्ति।
आधुनिक युग में धोखेबाजों की कमी नहीं है।ಅರ್ಥ : ଚାଲ୍ ଦେଖାଉଥିବା ବ୍ୟକ୍ତି
ಉದಾಹರಣೆ :
ଚାଲବାଜର ଚାଲ୍ ବିପକ୍ଷ ବ୍ୟକ୍ତି ବୁଝିପାରିଲା ନାହିଁ
ಸಮಾನಾರ್ಥಕ : ଫନ୍ଦିବାଜ
ಇತರ ಭಾಷೆಗಳಿಗೆ ಅನುವಾದ :
पैंतरा दिखाने वाला व्यक्ति।
पैंतरेबाज का पैंतरा विपक्षी न समझ सका।