ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ଛୋଟ ଗଛକୁ ଗୋଟିଏ ସ୍ଥାନରୁ ଉପାଡ଼ି ଅନ୍ୟ ସ୍ଥାନରେ ଲଗାଯାଏ
ಉದಾಹರಣೆ : ସେ ଖେତରେ ଧାନ ତଳି ରୋଉଛନ୍ତି
ಸಮಾನಾರ್ಥಕ : ତଳି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह छोटा पौधा जो एक जगह से हटाकर दूसरी जगह लगाया जाता है।
Young plant or tree grown from a seed.
ಅರ್ಥ : ପଶୁପକ୍ଷୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ବସ୍ତୁ
ಉದಾಹರಣೆ : ସେ କୁକୁଡ଼ାମାନଙ୍କୁ ଖାଦ୍ୟ ଦେଉଛନ୍ତି କୃଷକ ବଳଦମାନଙ୍କପାଇଁ ଚାରା ଆଣିବାପାଇଁ ଗଲେ
ಸಮಾನಾರ್ಥಕ : ଖାଦ୍ୟ
पशु-पक्षियों को दी जाने वाली खाद्य वस्तु।
Food for domestic livestock.
ಅರ್ಥ : ଶିକାର ସମୟରେ ଶିକାରକୁ ଲୋଭାନ୍ୱିତ କରିବା ପାଇଁ ତା ଆଖପାଖରେ ବିଚ୍ଛାଯାଇଥିବା ଥୋପ
ಉದಾಹರಣೆ : ଶିକାରୀ ଥୋପ ପକାଇବା ପରେ ଗଛ ପଛରେ ଲୁଚିଗଲା
ಸಮಾನಾರ್ಥಕ : ଥୋପ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
आखेट के समय शिकार को लुभाने के लिए उसके आस-पास डाला जाने वाला चारा।
ಸ್ಥಾಪನೆ