ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପରାକାଷ୍ଠା ବା ସୀମା ପର୍ଯ୍ୟନ୍ତ ପହଞ୍ଚିଥିବା
ಉದಾಹರಣೆ : ପୂର୍ଣ୍ଣିମା ରାତିରେ ଚନ୍ଦ୍ରମା ତାର ଚରମ ଉତ୍କର୍ଷତାରେ ପହଞ୍ଚିଥାଏ
ಸಮಾನಾರ್ಥಕ : ଅନ୍ତିମ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
पराकाष्ठा या हद तक पहुँचा हुआ।
Of the greatest possible degree or extent or intensity.
ಅರ್ಥ : ସବୁଠାରୁ ଆଗରେ ବା ଉପରେ
ಉದಾಹರಣೆ : ସେ ଏହି କମ୍ପାନୀର ଚରମ ପଦରେ ଆସୀନ
ಸಮಾನಾರ್ಥಕ : ଅନ୍ତିମ, ଚୂଡ଼ାନ୍ତ, ଶେଷ
सबसे आगे या ऊपर का।
ಸ್ಥಾಪನೆ