ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଦୂର୍ଗାଙ୍କର ଆଉ ଏକ ରୂପ
ಉದಾಹರಣೆ : ଏହି ମନ୍ଦିରରେ ଚଣ୍ଡୀଙ୍କର ଏକ ଭବ୍ୟ ପ୍ରତିମା ଅଛି
ಸಮಾನಾರ್ಥಕ : ଚଣ୍ଡିକା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
दुर्गा का एक रूप।
Malevolent aspect of Devi.
ಅರ್ಥ : ତେରଟି ବର୍ଣ୍ଣର ଗୋଟିଏ ଛନ୍ଦ
ಉದಾಹರಣೆ : ଚଣ୍ଡୀର ପ୍ରତ୍ୟେକ ଚରଣରେ ଦୁଇଟି ନଗଣ, ଦୁଇଟି ସଗଣ ଏବଂ ଗୋଟିଏ ଗୁରୁ ଥାଏ
ಸಮಾನಾರ್ಥಕ : ଚଂଡୀ
तेरह वर्णों का एक छंद।
(prosody) a system of versification.
ಅರ್ಥ : ଯେ କର୍କଶ ସ୍ୱଭାବର ବା ଯେ ଝଗଡ଼ା କରୁଥାନ୍ତି
ಉದಾಹರಣೆ : ଜଣେ କର୍କଶ ନାରୀ ହାତରେ ମନୋହରର ଲାଳନପାଳନ ଭାର ପଡ଼ିଲା
ಸಮಾನಾರ್ಥಕ : କର୍କଶ, କଳହପ୍ରିୟା, କଳହିଣୀ, କଳିତୁଣ୍ଡି, କଳିହୁଡ଼ୀ, କଳେହୀ
जो कर्कश स्वभाव की हो या झगड़ा करती रहती हो।
Given to quarreling.
ಸ್ಥಾಪನೆ