ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଚାରି ଆଡ଼ୁ ଖୋଲା ହୋଇଥିବା ସ୍ଥାନ ଯେଉଁଠି ବହୁତ ଲୋକ ବସନ୍ତି
ಉದಾಹರಣೆ : ଗାଁର ଚଉପାଢିରେ ଲୋକମାନେ ପଞ୍ଚାୟତ କରିବାପାଇଁ ଏକାଠି ହୋଇଛନ୍ତି
ಸಮಾನಾರ್ಥಕ : ଚଉପାଢି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
चारों ओर से खुली हुई जगह जहाँ बहुत से लोग बैठते हों।
ಅರ್ಥ : କୂଅ ପରିସରର ଯେଉଁ ସ୍ଥାନରେ ଠିଆ ହୋଇ ପାଣି କାଢ଼ନ୍ତି
ಉದಾಹರಣೆ : ଚଉତରା ବହୁତ ଆବୁଡ଼ାଖାବୁଡ଼ା ହୋଇଯାଇଛି
कुएँ की जगत का वह स्थान जहाँ से खड़े होकर पानी खींचते हैं।
ಅರ್ಥ : ମାନବଦ୍ୱାରା ନିର୍ମିତ ସମତଳ ଓ ଉଚ୍ଚ ଜାଗା
ಉದಾಹರಣೆ : ମହାତ୍ମା ଚଉତରା ଉପରେ ବସି ସତ୍ସଙ୍ଗ କରୁଥିଲେ
ಸಮಾನಾರ್ಥಕ : ଚାନ୍ଦିନୀ, ପିଣ୍ଡି, ମଣ୍ଡପ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
मानव द्वारा निर्मित चौरस और ऊँची जगह।
A raised horizontal surface.
ಸ್ಥಾಪನೆ