ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଅଙ୍ଗିରାଙ୍କ ପୁତ୍ର ରୂପେ ପରିଗଣିତ ଜଣେ ପୌରାଣିକ ଋଷି
ಉದಾಹರಣೆ : ଘୋର ଋଷି ବ୍ରହ୍ମାଙ୍କ ନାତି ଥିଲେ
ಸಮಾನಾರ್ಥಕ : ଘୋର ଋଷି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक पौराणिक ऋषि जो अंगिरा के पुत्र माने जाते हैं।
A mentor in spiritual and philosophical topics who is renowned for profound wisdom.
ಅರ್ಥ : ବହୁତ ଗଭୀର ପରିଣାମ
ಉದಾಹರಣೆ : ହତ୍ୟା ଏକ ସାଂଘାତିକ ଅପରାଧ
ಸಮಾನಾರ್ಥಕ : ବିକଟ, ଭୀଷଣ, ଭୟଙ୍କର, ଭୟାବହ, ସାଂଘାତିକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बहुत गहरे परिणाम वाला।
ಅರ್ಥ : ଆବଶ୍ୟକତାଠାରୁ ଅଧିକ ବା ବହୁତ ଅଧିକ
ಉದಾಹರಣೆ : ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲା
ಸಮಾನಾರ್ಥಕ : ପ୍ରବଳ, ଭୀଷଣ, ଭୟଙ୍କର, ଭୟାନକ
आवश्यकता से अधिक या बहुत ही अधिक।
Unusually great in degree or quantity or number.
ಅರ್ಥ : ଯାହା ବିଦାରକ ବା ଶେଷକରିଦେଇପାରେ
ಉದಾಹರಣೆ : ରାମଙ୍କ ବନବାସ ଯିବାପରେ ରାଜା ଦଶରଥ ତାଙ୍କର ଅନୁପସ୍ଥିତିକୁ ସହିପାରିଲେ ନାହିଁ ଫଳରେ ତାଙ୍କର ମୃତ୍ୟୁ ହୋଇଗଲା
ಸಮಾನಾರ್ಥಕ : ଦାରୁଣ, ଭୀଷଣ, ଭୟଙ୍କର
जो विदारक या फाड़नेवाला हो।
ಸ್ಥಾಪನೆ