ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସେହି ଗୋଡ଼ିଯୁକ୍ତ ପୋଲା ଧାତୁ ଅଳଙ୍କାର ଯାହା ହଲିଲେ ଝୁମଝୁମ ବାଜେ
ಉದಾಹರಣೆ : ପିଲାର ଅଣ୍ଟାରେ ଘୁଙ୍ଗୁର ବନ୍ଧା ହୋଇଥିଲା
ಸಮಾನಾರ್ಥಕ : ନୂପୁର, ମଞ୍ଜୀର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
धातु की वह पोली गुरिया जो हिलने से घनघन बजती है।
A hollow device made of metal that makes a ringing sound when struck.
ಅರ್ಥ : ନାଚ କରୁଥିବା ଲୋକଙ୍କ ପାଦର ଏକ ଆଭୂଷଣ
ಉದಾಹರಣೆ : ପ୍ରସିଦ୍ଧ ନର୍ତ୍ତକ ବୈଜୂ ମହାରାଜ ନିଜ ଘୁଙ୍ଗୁରଦ୍ୱାରା ନାନା ପ୍ରକାର ସ୍ୱର ବାହାର କରନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
नाचने वालों के पैरों का एक आभूषण।
ಅರ್ಥ : ଧାତୁରେ ତିଆରି ହୋଇଥିବା ପୋଲା ଗୋଡ଼ିଯୁକ୍ତ ମାଳ
ಉದಾಹರಣೆ : ସେ ଘୁଙ୍ଗୁର ପିନ୍ଧି ନାଚୁଥିଲା
ಸಮಾನಾರ್ಥಕ : ଘୁଂଗୁର
धातु की बनी हुई पोली गुरियों की लड़ी।
ಸ್ಥಾಪನೆ