ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ଉଦ୍ଭିଦକୁ ଚତୁଷ୍ପଦୀମାନେ ଚରନ୍ତି
ಉದಾಹರಣೆ : ଗାଈ ପଡ଼ିଆରେ ଘାସ ଚରୁଛି
ಸಮಾನಾರ್ಥಕ : ତୃଣ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह उद्भिज्ज जिसे चौपाए चरते हैं।
ಅರ್ಥ : ଖରିଫ ଫସଲ କାଟିବା ପରେ ବୁଣା ଯାଉଥିବା ଆଖୁ
ಉದಾಹರಣೆ : କୃଷକ ଘାସ ବୁଣୁଛି
खरीफ की फसल काटने के बाद बोया जानेवाला गन्ना।
ಅರ್ಥ : ହଳ ହୋଇଥିବା ଜମିରେ ଉଠିଥିବା ଘାସଫାସ
ಉದಾಹರಣೆ : ଚାଷୀ ଘାସ ଆଦି ସଫା କରୁଛି
जोते हुए खेत में निकला हुआ घासफूस।
ಸ್ಥಾಪನೆ