ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଘର୍ଷଣ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଘର୍ଷଣ   ବିଶେଷ୍ୟ

ಅರ್ಥ : କୌଣସି ବସ୍ତୁର ଏକ ପାର୍ଶ୍ୱ ବା ଅଂଶସହିତ ଅନ୍ୟ ଏକ ବସ୍ତୁର କୌଣସି ପାର୍ଶ୍ୱ ଘଷି ହେବାର ପ୍ରକ୍ରିୟା

ಉದಾಹರಣೆ : ଗଛଗୁଡ଼ିକ ମଧ୍ୟରେ ଘର୍ଷଣ ହେଲେ ଜଙ୍ଗଲରେ ନିଆଁ ଲାଗିଯାଏ

ಸಮಾನಾರ್ಥಕ : ରଗଡ଼, ସଂଘର୍ଷଣ


ಇತರ ಭಾಷೆಗಳಿಗೆ ಅನುವಾದ :

किसी वस्तु के एक पार्श्व या अंग से दूसरी वस्तु के किसी पार्श्व या अंग के रगड़ खाने की क्रिया।

पेड़ों के बीच घर्षण से जंगल में आग लग जाती है।
घर्षण, रगड़, संघर्षण

Effort expended in moving one object over another with pressure.

detrition, friction, rubbing

ಅರ್ಥ : ମନ୍ଥିବାର କ୍ରିୟା

ಉದಾಹರಣೆ : ଦହି ମନ୍ଥିଲେ ଲହୁଣି ମିଳେ

ಸಮಾನಾರ್ಥಕ : ମନ୍ଥନ


ಇತರ ಭಾಷೆಗಳಿಗೆ ಅನುವಾದ :

ಅರ್ಥ : ରଗଡିବା ବା ଘଷିବା କ୍ରିୟା

ಉದಾಹರಣೆ : ଊଷା ପାତ୍ରଟିକୁ ଘର୍ଷଣ କରି ଖାଦ୍ୟର ପୋଡି ଯାଇଥିବା ଆଂଶକୁ ବାହାର କରିବାକୁ ଚେଷ୍ଟା କରୁଛି

ಸಮಾನಾರ್ಥಕ : ଅବଘର୍ଷଣ, ଘଷାମଜା, ରଗଡିବା


ಇತರ ಭಾಷೆಗಳಿಗೆ ಅನುವಾದ :

रगड़ने या घिसने की क्रिया।

ऊषा पात्रों से खाद्य के जले भाग को अवघर्षण करके निकालने की कोशिश कर रही है।
अवघर्षण, घिसना, मलना, रगड़ना

The act of rubbing or wiping.

He gave the hood a quick rub.
rub, wipe