ಅರ್ಥ : ଖଣିଜ ତୈଳକୁ ପରିଶୋଧନ କରିବାପରେ ମିଳୁଥିବା ଯେଉଁ ତୈଳକୁ ଗାଡ଼ି ଆଦିରେ ଇନ୍ଧନ ରୂପେ ବ୍ୟବହାର କରାଯାଏ
ಉದಾಹರಣೆ :
ଖଣିଜ ତୈଳକୁ ପରିଶୋଧନ କରିବାପରେ ପ୍ରଥମେ ଡିଜେଲ ଓ ପରେ ପେଟ୍ରୋଲ ମିଳେ
ಸಮಾನಾರ್ಥಕ : ପେଟ୍ରୋଲ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହାଇଡ଼୍ରୋକାର୍ବନର ଏକ ମିଶ୍ରଣ ଯାହା ବାଷ୍ପଶୀଳ ଓ ଜ୍ୱଳନଶୀଳ
ಉದಾಹರಣೆ :
ଗ୍ୟାସ୍କୁ ପରିଷ୍କୃତ କରି ପେଟ୍ରୋଲ, ଡିଜେଲଆଦି ତିଆରି କରାଯାଏ
ಸಮಾನಾರ್ಥಕ : ଗ୍ୟାସ୍
ಇತರ ಭಾಷೆಗಳಿಗೆ ಅನುವಾದ :