ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଗ୍ରହଣ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଗ୍ରହଣ   ବିଶେଷ୍ୟ

ಅರ್ಥ : ସଂପୂର୍ଣ୍ଣ ରୂପେ ଅଧିକ ସମୟଧରି ଯେଉଁ ଗ୍ରହଣରେ ସୂର୍ଯ୍ୟ ବା ଚନ୍ଦ୍ର ମଣ୍ଡଳ ଲୁଚି ରହିଥାଏ

ಉದಾಹರಣೆ : ଗ୍ରହଣ କାଳରେ ଖାଲି ଆଖିରେ ଆକାଶକୁ ଅନାଇବା ମନା

ಅರ್ಥ : କାହାରିଠୁ କିଛି ନେବାର କ୍ରିୟା

ಉದಾಹರಣೆ : ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା

ಸಮಾನಾರ್ಥಕ : ନେବା


ಇತರ ಭಾಷೆಗಳಿಗೆ ಅನುವಾದ :

ग्रहण, प्राप्त या स्वीकार करना।

अस्वस्थ होने के कारण वह पुरस्कार ग्रहण से वंचित रह गया।
अभिग्रह, अभिग्रहण, अवकलन, अवचाय, आदान, आश्रुति, आहरण, ग्रहण, प्राप्त करना, लेना, स्वीकारना

The act of receiving.

receipt, reception

ಅರ್ಥ : କିଛି ପ୍ରାପ୍ତକରିବା (ବା ଉତ୍ପନ୍ନ) କରିବାର କ୍ରିୟା

ಉದಾಹರಣೆ : ବିଦ୍ୟା ଅର୍ଜନପାଇଁ ସେ ବିଦେଶକୁ ଯାଉଛି

ಸಮಾನಾರ್ಥಕ : ଅର୍ଜନ, ଉପାର୍ଜନ, ପ୍ରାପ୍ତି, ଲାଭ


ಇತರ ಭಾಷೆಗಳಿಗೆ ಅನುವಾದ :

कुछ प्राप्त करने या उत्पन्न करने की क्रिया।

विद्या उपार्जन के लिए वह विदेश जा रहा है।
अर्जन, उपार्जन

The act of acquiring something.

I envied his talent for acquiring.
He's much more interested in the getting than in the giving.
acquiring, getting

ಅರ್ಥ : ସୂର୍ଯ୍ୟ, ଚନ୍ଦ୍ର ବା କୌଣସି ଅନ୍ୟ ଜ୍ୟୋତିପିଣ୍ଡ ସାମ୍ନାରେ ଅନ୍ୟ ଏକ ଗ୍ରହ ବା ଉପଗ୍ରହ ଆସିଗଲେ ତା’ର ଆଲୋକ- ପ୍ରବାହରେ ବାଧାପ୍ରାପ୍ତ ହେବା

ಉದಾಹರಣೆ : ସୂର୍ଯ୍ୟ ପରାଗ ଅମାବସ୍ୟା ଦିନ ହିଁ ହୁଏ

ಸಮಾನಾರ್ಥಕ : ଗ୍ରାସ, ପରାଗ


ಇತರ ಭಾಷೆಗಳಿಗೆ ಅನುವಾದ :

सूर्य,चंद्रमा या दूसरे ज्योति-पिंड के प्रकाश की वह रुकावट जो उस पिंड के सामने किसी दूसरे पिंड के आ जाने से होती है।

सूर्य ग्रहण अमावस्या के दिन ही लगता है।
ग्रहण, ग्रास

One celestial body obscures another.

eclipse, occultation

ಅರ್ಥ : ଆପଣେଇବା ବା ଗ୍ରହଣ କରିବାର ପ୍ରକ୍ରିୟା

ಉದಾಹರಣೆ : ବିବାହର ଦୁଇବର୍ଷ ପରେ ମଧ୍ୟ ବରୁଣ ତା ସ୍ତ୍ରୀକୁ ସ୍ୱୀକାର କରିପାରିଲାନାହିଁ

ಸಮಾನಾರ್ಥಕ : ଅଙ୍ଗୀକାର, ସ୍ୱୀକାର


ಇತರ ಭಾಷೆಗಳಿಗೆ ಅನುವಾದ :

अपनाने या ग्रहण करने की क्रिया।

विवाह के दो वर्ष पश्चात् भी वरुण अपनी पत्नी को स्वीकार नहीं कर सका।
अंगीकार, अभ्युपगम, आश्रव, इकबाल, इक़बाल, कबूल, कुबूल, मंज़ूर, मंजूर, मन्जूर, स्वीकार