ಅರ್ಥ : ଏକ ଛୋଟ କଣ୍ଟାଳିଆ ଗଛ
ಉದಾಹರಣೆ :
ପଗଡଣ୍ଡୀର ଦୁଇପାଖରେ ଅନେକ ଗୋଖରା ଗଛ ଅଛି
ಸಮಾನಾರ್ಥಕ : ଗୋଖରା ଗଛ
ಇತರ ಭಾಷೆಗಳಿಗೆ ಅನುವಾದ :
एक छोटा कँटीला पौधा।
पगडंडी के दोनों ओर बहुत गोखरू हैं।ಅರ್ಥ : ଏକ ଛୋଟ କଣ୍ଟାଳିଆ ଗଛର କଣ୍ଟାଳିଆ ଫଳ
ಉದಾಹರಣೆ :
ଗାଈ ଦେହରେ ଗୋଖରା ଫଳ ଲାଗିଯାଇଛି
ಸಮಾನಾರ್ಥಕ : ଗୋଖରା ଫଳ
ಇತರ ಭಾಷೆಗಳಿಗೆ ಅನುವಾದ :