ಅರ್ಥ : ଘର-ଦୁଆର ବା ପିଲା-ପିଲିଥିବା ବ୍ୟକ୍ତି
ಉದಾಹರಣೆ :
ନିଜ ପରିବାର ସହିତଥିବା ଲୋକ ସୁଖୀ ଗୃହସ୍ଥ ହୋଇଥାଏ
ಸಮಾನಾರ್ಥಕ : ଗୃହୀ
ಇತರ ಭಾಷೆಗಳಿಗೆ ಅನುವಾದ :
A man whose family is of major importance in his life.
family manಅರ್ಥ : ଗୃହସ୍ଥାଶ୍ରମରେ ରହୁଥିବା ବ୍ୟକ୍ତି
ಉದಾಹರಣೆ :
ଗୃହସ୍ଥର ଗାର୍ହ୍ୟସ୍ଥ ଧର୍ମ ପାଳନ କରିବା ଆବଶ୍ୟକ
ಇತರ ಭಾಷೆಗಳಿಗೆ ಅನುವಾದ :
वह व्यक्ति जो गृहस्थाश्रम में रहता हो।
गृहस्थ को गृहस्थ धर्म का पालन करना चाहिए।ಅರ್ಥ : ଗୃହସ୍ଥାଶ୍ରମରେ ରହିବା ଲୋକ
ಉದಾಹರಣೆ :
ଗୃହସ୍ଥ ବ୍ୟକ୍ତି ନିଜ ପରିବାରର ଭରଣ ପୋଷଣରେ ବ୍ୟସ୍ତ ଥାଏ
ಸಮಾನಾರ್ಥಕ : ଗୃହସ୍ଥାଶ୍ରମୀ
ಇತರ ಭಾಷೆಗಳಿಗೆ ಅನುವಾದ :
गृहस्थाश्रम में रहने वाला।
गृहस्थ व्यक्ति अपने परिवार के पालन-पोषण में व्यस्त रहता है।