ಅರ್ಥ : ଗମ୍ଭୀର ହେବାର ଗୁଣ କିମ୍ବା ଭାବ
ಉದಾಹರಣೆ :
ସେ ସେହି ଘଟଣାର ଗଭୀରକୁ ଗଲା ସେ ଏହି କଥାର ଗଭୀରତା ବୁଝିପାରୁ ନାହିଁ ସେ ରାତିର ଗହନତାରେ ବୁଲୁଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯିଏ ଚଞ୍ଚଳ ନୁହେଁ
ಉದಾಹರಣೆ :
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
ಸಮಾನಾರ್ಥಕ : ଅଚଞ୍ଚଳ, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ, ସ୍ଥିର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚିନ୍ତା କରିବା ଯୋଗ୍ୟ
ಉದಾಹರಣೆ :
ତାର ଅବସ୍ଥା ଚିନ୍ତାଜନକ
ಸಮಾನಾರ್ಥಕ : ଚିନ୍ତନୀୟ, ଚିନ୍ତାଜନକ
ಇತರ ಭಾಷೆಗಳಿಗೆ ಅನುವಾದ :
Causing distress or worry or anxiety.
Distressing (or disturbing) news.ಅರ್ಥ : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
ಉದಾಹರಣೆ :
ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
ಸಮಾನಾರ್ಥಕ : କଠିନ, କୂଟ, କୂଟତାପୂର୍ଣ୍ଣ, ଗୁଢ଼, ଜଟିଳ, ତେଢ଼ା
ಇತರ ಭಾಷೆಗಳಿಗೆ ಅನುವಾದ :
Difficult to analyze or understand.
A complicated problem.