ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ସ୍ଥାନରୁ ଆଗକୁ ଯିବା ଅଥବା ଚାଲିବା
ಉದಾಹರಣೆ : ନଈ ପାରିହୋଇ ଆମ୍ଭେମାନେ ପାହାଡ଼ ଆଡ଼କୁ ଚାଲିଲୁ
ಸಮಾನಾರ್ಥಕ : ଚାଲିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
किसी स्थान से आगे जाना अथवा चलना।
ಅರ್ಥ : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
ಉದಾಹರಣೆ : ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
ಸಮಾನಾರ್ಥಕ : ଚାଲିବା, ଦୌଡିବା, ବିସ୍ତାରିତ ହେବା, ବିସ୍ତୃତ ହେବା, ଯିବା
एक विशेष बिंदु के बाद या दो बिंदुओं तक फैलना, जाना या विस्तृत होना।
ಸ್ಥಾಪನೆ