ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଏକାଭଳି ବହୁତଗୁଡ଼ିଏ ବସ୍ତୁର କିଛି ସମୂହ ଆକାର
ಉದಾಹರಣೆ : ରାମ ଓ ଶ୍ୟାମ ମଧ୍ୟରେ ଶସ୍ୟରାଶିର ବଣ୍ଟନ ହେଲା
ಸಮಾನಾರ್ಥಕ : ଅମାର, ଚୟ, ଜମା, ରାଶି, ସଂଶ୍ଳିଷ୍ଟ, ସମ୍ଭାର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
एक जैसी वस्तुओं का कुछ ऊँचा समूह।
ಅರ್ಥ : ଦଣ୍ଡରେ ବଡ଼ ପିଣ୍ଡୁଳା ଲଗା ହୋଇଥିବା ପ୍ରାଚୀନ ଅସ୍ତ୍ର ଏକ
ಉದಾಹರಣೆ : ଭୀମ ଗଦା ଚଳାଇବାରେ ନିପୁଣ ଥିଲେ
एक प्राचीन अस्त्र जिसमें डंडे के एक सिरे पर मोटा गोला लगा होता है।
ಸ್ಥಾಪನೆ